ମହାରାଷ୍ଟ୍ର ସରକାରରେ ବିଭାଗ ବଣ୍ଟନ:କନ୍ଦଳ ବଢ଼ିଲା

ମୁମ୍ବାଇ: ମହାରାଷ୍ଟ୍ରରେ ଗତ ସୋମବାର ଦିନ ମନ୍ତ୍ରିମଣ୍ଟଳ ସମ୍ପ୍ରସାରଣ ହେବାପରଠାରୁ ମେଣ୍ଟ ସହଯୋଗୀଙ୍କ ମଧ୍ୟରେ କନ୍ଦଳ ଆରମ୍ଭ ହୋଇଛି। ୩ ଦଳର ବରିଷ୍ଠ ନେତା ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନଥିବାରୁ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ଶିବସେନା ମଧ୍ୟ ଆଜି ଏହା ସ୍ୱୀକାର କରିଛି। କଂଗ୍ରେସ ବିଧାୟକ ସଂଗ୍ରାମ ଥୋପ୍‌ତେଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାନଯିବାରୁ ଲୋକେ ପୁନେର କଂଗ୍ରେସ ଅଫିସ୍‌ ଭଙ୍ଗାରୁଜା କରିଛନ୍ତି। ଶିବସେନା ଏବଂ ଏନ୍‌ସିପିରେ ମଧ୍ୟ ଅସନ୍ତୋଷ ଦେଖିବାକୁ … Continue reading ମହାରାଷ୍ଟ୍ର ସରକାରରେ ବିଭାଗ ବଣ୍ଟନ:କନ୍ଦଳ ବଢ଼ିଲା